Comments

recentcomments

SHRI SHIV MANTRA ଶ୍ରୀ ଶିବ ମନ୍ତ୍ର

 ଶ୍ରୀ ଶିବ ସନ୍ଧ୍ୟା ଧ୍ୟାନ°

Shiv mantra, Shiv dhyan mantra
Om Namah Sibaye

ଶ୍ରୀ ଶିବ ପଞ୍ଚରତ୍ନ


ଦିବ୍ୟ କୁଣ୍ଡଳ ହାରମୁଜ୍ୱଳ ମସ୍ତକୋଜ୍ୱଳ° ଶୋଭିତଂ, 

କର୍ଣ୍ଣ କୁଣ୍ଡଳ ନେତ୍ରମୁଜ୍ୱଳ ଚନ୍ଦ୍ରଶୀତଳ ଭାସିତଂ |

ହସ୍ତ ନିର୍ମଳ ଦଣ୍ଡ ତ୍ରିଶୂଳ ଭାଲେ କୌସ୍ତୁଭ ଧାରିତଂ,  

ହେ ଶିବାପତି ପାର୍ବତୀପତି ତ୍ରାହିମାଂ ଭବସାଗରଂ |1|

ବ୍ରହ୍ମରୂପିଣୀବିଷ୍ଣୁମୋହିନୀସର୍ବକ୍ଷେତ୍ରିଣୀ ଶୋଭିତ°, 

ଦେହଧାରିଣୀ ବିଷ୍ଣୁବାସିନୀ ରୂପକାମିନୀ ସୂଚିତ° | ଦେବକାମିନୀ ନାଗ ପଦ୍ବିନୀ ସର୍ବସୁରମୁନି ସେବିତ°, 

ହେ ଶିବାପତି ପାର୍ବତୀପତି ତ୍ରାହିମା° ଭବସାଗର° |2|

ବର୍ଣ କର୍ପୁର ରୂପ ଭାସ୍କର ପାଦେ ନୂପୂର ଗର୍ଜିତଂ, 

ଚନ୍ଦ୍ରଭାସ୍କର କାନ୍ତି ପ୍ରଭାକର ମର୍ମକେ ସୁରଯୋଜିତଂ | ଭୂତଖେଚର ସିଂହଶାର୍ଦ୍ଦୁଳ ପ୍ରେତ ଭୂଷଣ ଭୂଷିତ°, 

ହେ ଶିବାପତି ପାର୍ବତୀପତି ତ୍ରାହିମା° ଭବସାଗର° |3| 

ପଦ୍ମଲୋଚନ ନନ୍ଦିବାହନ ଶେଷ ଭୂଷଣ ଭୂଷିତ°,  

ଭସ୍ମଲେପନ ଚର୍ମଧାରଣ ସୃଷ୍ଟି ଧାରଣ ପ୍ରାଚିତମ୍ | 

ପଞ୍ଚଆନନ କାମମର୍ଦ୍ଦନ ଯୋଗସାଧନ ସାଧିତଂ,  

ହେ ଶିବାପତି ପାର୍ବତୀପତି ତ୍ରାହିମା° ଭବସାଗର° |4| 

ଦେବକିନ୍ନର ଦେବଗୋଚର ଭୁଧରାଧର ଭୂଷିତ°,  

ଆଦିଗୋଚର ଜାନକୀବର ମନ୍ତ୍ର ସାଧନ ସାଧିତଂ | 

ତ୍ରାହିମା° ଶିବ ତ୍ରାହିମା° ଶିବ ତ୍ରାହିମା° ହର ଭାଷିତଂ,  

ହେ ଶିବାପତି ପାର୍ବତୀପତି ତ୍ରାହିମାଂ ଭବସାଗରଂ |5| 


ଇତି ଶ୍ରୀ ଶିବ ଧାନ ସମ୍ପୂର୍ଣ ।

ଓଁ ନମଃ ଶିବାୟ🌺🌺🌺

ଶ୍ରୀ ଶିବ ଧ୍ୟାନ ମନ୍ତ୍ର ପଠନ କରିବା ଦ୍ୱାରା ସକଳ ରିଷ୍ଟ ଖଣ୍ଡନ ହୋଇଥାଏ | ପ୍ରତିଦିନ ସକାଳୁ ଏହାକୁ ପଠନ କରିବା ଉଚିତ | ଆପଣଙ୍କ ବହୁମୂଲ୍ୟ ସମୟରୁ କିଛି ସମୟ ବାହାର କରି ଏହାକୁ ପଠନ କରନ୍ତୁ | ଏହିପରି ସମସ୍ତ ଦେବଦେବୀଙ୍କ ମନ୍ତ୍ର, ସ୍ତୁତି, ଚାଳିଶା, ଇତ୍ୟାଦି ପଠନ ନିମନ୍ତେ ଆମ ବ୍ଲଗ oomii05.com କୁ ଯାତ୍ରା କରନ୍ତୁ, ଧନ୍ୟବାଦ |

SHARE

Milan Tomic

Hi. I’m Designer of Blog Magic. I’m CEO/Founder of ThemeXpose. I’m Creative Art Director, Web Designer, UI/UX Designer, Interaction Designer, Industrial Designer, Web Developer, Business Enthusiast, StartUp Enthusiast, Speaker, Writer and Photographer. Inspired to make things looks better.

  • Image
  • Image
  • Image
  • Image
  • Image
    Blogger Comment
    Facebook Comment

0 Comments:

Post a Comment